କୋଲ ଇଣ୍ଡିଆ ନିଯୁକ୍ତି: ୫୨୮ ପଦବୀ ପାଇଁ ଅନଲାଇନରେ କରନ୍ତୁ ଆବେଦନ
Khabar Odisha:Coal-India-Limited-Recruitment-2018-–-Apply-Online-for-528-Specialist--Sr-Medical-Officer-Posts-khabar-Odisha-Recruitment-Section
ନିଯୁକ୍ତି ବିଭାଗ (ଖବର ଓଡ଼ିଶା)

କୋଲ ଇଣ୍ଡିଆ ଲିଃ ସ୍ପେଶାଲିଷ୍ଟ ଏବଂ ସିନିୟର ମେଡିକାଲ ଅଫିସର ଅନଲାଇନ ଫର୍ମ ୨୦୧୮

ପଦବୀ ତାରିଖ : ୨୮-୦୬-୨୦୧୮

ଖାଲିଥିବା ପଦବୀ ସଂଖ୍ୟା : ୫୨୮

ପଦବୀ ବିବରଣୀ : କୋଲ ଇଣ୍ଡିଆ ଲିମିଟେଡ ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି ଜାରି ହୋଇଛି। ସିନିୟର ମେଡିକାଲ ସ୍ପାଶାଲିଷ୍ଟ, ସିନିୟର ମେଡିକାଲ ଅଫିସର ପଦବୀରେ ରହିବା ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଯୋଗ୍ୟତା, ନୋଟିସ, ସଂବୋଧିତ ୱେବସାଇଟ୍ ଦେଖି ଆବେଦନ କରନ୍ତୁ। 

ପଦବୀ ବିବରଣୀ : ୫୨୮   

ପଦବୀ ନାମ : ସିନିୟର ମେଡିକାଲ ସ୍ପେଶାଲିଷ୍ଟ/ ମେଡିକାଲ  ସ୍ପେଶାଲିଷ୍ଟ – ୩୫୨ 

ସିନିୟର ମେଡିକାଲ ଅଫିସର – ୧୭୬

ଶିକ୍ଷାଗତ ଯୋଗ୍ୟତା : 

ସିନିୟର ମେଡିକାଲ ସ୍ପେଶାଲିଷ୍ଟ / ମେଡିକାଲ ସ୍ପେଶାଲିଷ୍ଟ – ଏମବିବିଏସ ସହ ପିଜି ଡିଗ୍ରୀ/ ଡିପ୍ଲୋମା/ ଡିଏନବି 

ସିନିୟର ମେଡିକାଲ ଅଫିସର – ଏମବିବିଏସ ଡିଗ୍ରୀ 

ବୟସ ସୀମା –  ୦୧-୦୪-୨୦୧୮ ପର୍ଯ୍ୟନ୍ତ

ସିନିୟର ମେଡିକାଲ ସ୍ପେଶାଲିଷ୍ଟ – ୪୨ ବର୍ଷ

ମେଡିକାଲ ସ୍ପେଶାଲିଷ୍ଟ ଏବଂ ସିନିୟର ମେଡିକାଲ ଅଫିସର – ୩୫ ବର୍ଷ 

(ଏସସି,ଏସଟି, ଓବିସି ଏବଂ ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ ପାଇଁ ନିୟମନୁସାରେ କୋହଳ କରାଯିବ) 

ଗୁରୁତ୍ୱପୂର୍ଣ୍ଣ ତାରିଖ :

ଆବେଦନ ତାରିଖ – ୨୯-୦୬-୨୦୧୮

ଶେଷ ତାରିଖ – ୨୮-୦୭-୨୦୧୮

ଗୁରୁତ୍ୱପୂର୍ଣ୍ଣ ଲିଙ୍କ୍:

ବିଜ୍ଞପ୍ତି ନୋଟିସ – https://www.coalindia.in/DesktopModules/DocumentList/documents/Detailed_Advertisement_27062018.pdf 

ୱେବସାଇଟ୍ - https://www.coalindia.in/ 

  • Tags:

Subscribe

National International State Sports Entertainment