ଦଶମ ପାସଙ୍କ ପାଇଁ ନିଯୁକ୍ତି, ରେଳରେ ୨୫୭୩ ପଦବୀ ପାଇଁ କରନ୍ତୁ ଆବେଦନ
Khabar Odisha:Central-Railway-2018-–-Apply-Online-for-2573-Apprentice-Posts
ଖବର ଓଡ଼ିଶା: (ନିଯୁକ୍ତି ବିଭାଗ)

ପଦବୀ ନାମ : ଆରଆରସି – ସେଣ୍ଟରାଲ ରେଲୱେ ଆପ୍ରେଣ୍ଟିସ ଫର୍ମ ୨୦୧୮

ପଦବୀ ତାରିଖ : ୨୫-୦୬-୨୦୧୮

ଶେଷ ଅପଡେଟ୍ : ୨୭-୦୬-୨୦୧୮ 

ଖାଲିଥିବା ପଦବୀ ସଂଖ୍ୟା : ୨୫୭୩

ପଦବୀ ବିବରଣୀ : ରେଳ ନିଯୁକ୍ତି ସେଲ, କେନ୍ଦ୍ର ରେଳ ପକ୍ଷରୁ ନିଯୁକ୍ତ ବିଜ୍ଞପ୍ତି ଜାରି ହୋଇଛି। ଆପ୍ରେଣ୍ଟିସ ପଦବୀର ଭିନ୍ନ ଭିନ୍ନ ବର୍ଗ ପଦବୀରେ ରହିବାକୁ ଚାହୁଁଥିବା ପ୍ରାର୍ଥୀମାନେ ପଦବୀ ବିବରଣୀ, ଯୋଗ୍ୟତା ଓ ନୋଟିସ ଦେଖି ଆବେଦନ କରନ୍ତୁ।

ପଦବୀ :

ପଦବୀ ନାମ - ଆପ୍ରେଣ୍ଟିସ୍ 

ପଦବୀ ସଂଖ୍ୟା – ୨୫୭୩

ବୟସ ସୀମା : (୦୧-୦୭-୨୦୧୮ ସୁଦ୍ଧା )

ସର୍ବନିମ୍ନ – ୧୫ ବର୍ଷ 

ସର୍ବାଧିକ – ୨୪  ବର୍ଷ 

ଏସସି,ଏସଟି ଏବଂ ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ ପାଇଁ ନିୟମନୁସାରେ କୋହଳ

ଶିକ୍ଷାଗତ ଯୋଗ୍ୟତା – ଦଶମ(୫୫ ପ୍ରତିଶତ) ଏବଂ ଟ୍ରେଡ୍ ସାର୍ଟିଫିକେଟ୍ (ରିଲିଭାଣ୍ଟ ଟ୍ରେଡ୍)

ଆବେଦନ ଶୁଳ୍କ :

ସାଧାରଣ ବର୍ଗ , ଓବିସି – ୧୦୦ଟଙ୍କା 

ଏସସି,ଏସଟି,ପିଡବ୍ଲ୍ୟୁଡି ଓ ମହିଳା ପ୍ରାର୍ଥୀ – ଦେୟମୁକ୍ତ 

ଗୁରୁତ୍ୱପୂର୍ଣ୍ଣ ତାରିଖ :

ଆବଦନ ତାରିଖ - ୨୬-୦୬-୨୦୧୮ (୧୧ଟା ରୁ )

ଶେଷ ତାରିଖ – ୨୫-୦୭-୨୦୧୮ (ସଂଧ୍ୟା ୫ଟା)

ବିଜ୍ଞପ୍ତି ନୋଟିସ – http://www.freejobalert.com/wp-content/uploads/2018/03/Notification-RRC-Central-Railway-Apprentice-Posts.pdf 

  • Tags:

Subscribe

National International State Sports Entertainment