ବରୋଦା ବ୍ୟାଙ୍କରେ ନିଯୁକ୍ତି : ୬୦୦ ପିଓ ପଦବୀ ପାଇଁ ଅନଲାଇନରେ କରନ୍ତୁ ଆବେଦନ
Khabar Odisha:Bank-of-Baroda-Recruitment-2018-–-Apply-Online-for-600-Probationary-Officer-Posts
ନିଯୁକ୍ତି ବିଭାଗ (ଖବର ଓଡ଼ିଶା):

ପଦବୀ ନାମ :  ବ୍ୟାଙ୍କ ଅଫ୍ ବରୋଦା ପ୍ରବାସିଅନାରୀ ଅଫିସର ଅନଲାଇନ ଫର୍ମ ୨୦୧୮

ପଦବୀ ତାରିଖ : ୧୨-୦୬-୨୦୧୮

ଖାଲିଥିବା ପଦବୀ ସଂଖ୍ୟା – ୬୦୦

ପଦବୀ ବିବରଣୀ – ବରୋଦା ବ୍ୟାଙ୍କରେ ପ୍ରୋବାସିୟନାରୀ ଅଫିସର(ପିଓ) ଜୁନିୟର ମ୍ୟାନେଜମେଣ୍ଟ ଗ୍ରେଡ୍/ ସ୍କେଲ ରେ ନିଯୁକ୍ତ ବିଜ୍ଞପ୍ତି ଜାରି ହୋଇଛି। ଇଚ୍ଛୁକ ଥିବା ପ୍ରାର୍ଥୀମାନେ ଯୋଗ୍ୟତା, ତାରିଖ, ପଦବୀ ବିବରଣୀ, ୱେବସାଇଟ୍ ଓ ନୋଟିସ ଦେଖି ଅନଲାଇନରେ ଆବେଦନ କରିପାରିବେ । ଅଧିକ ବିବରଣୀ ନିମ୍ନରେ ବର୍ଣ୍ଣନା କରାଗଲା । 

ଆବେଦନ ଶୁଳ୍କ : 

ସାଧାରଣ ଓ ଓବିସି ବର୍ଗ – ୬୦୦ ଟଙ୍କା 

ଏସସି,ଏସଟି,ପିଡବ୍ଲ୍ୟୁଡି -୧୦୦ ଟଙ୍କା 

ପେମେଣ୍ଟ ମୋଡ – ଡେବିଟ୍ ଓ କ୍ରେଟିଟ୍ କାର୍ଡ 

ଯୋଗ୍ୟତା :

ଡିଗ୍ରୀ -୫୫ ପ୍ରତିଶତ (ଗ୍ରାଜୁଏସନ୍)

ଏସଟି.ଏସଟି ଓ ପିଡବ୍ଲ୍ୟୁଡିଙ୍କ ପାଇଁ ୫୦ ପ୍ରତିଶତ ମାର୍କ

ପଦବୀ ବିବରଣୀ : ପ୍ରୋବାସିୟନାରୀ ଅଫିସର (ପିଓ)

ଏସସି – ୯୦

ଏସଟି – ୪୫

ଓବିସି – ୧୬୨

ସାଧାରଣ ବର୍ଗ (ଜେନେରାଲ) – ୩୦୩

ଗୁରୁତ୍ୱପୂର୍ଣ୍ଣ ତାରିଖ : 

ଆବେଦନ ତାରିଖ  ୧୨ -୦୬-୨୦୧୮

ଶେଷ ତାରିଖ – ୦୨-୦୭-୨୦୧୮

କଲ୍ ଲେଟର୍ସ ପରୀକ୍ଷା ଡାଉନଲୋଡ୍ କରିବା ତାରିଖ(ଟେଣ୍ଟାଟିଭ୍) – ୧୮-୦୭-୨୦୧୮

ଅନଲାଇନ ପରୀକ୍ଷା (ଟେଣ୍ଟାଟିଭ୍) – ୨୮-୦୭-୨୦୧୮

ବୟସ ସୀମା – ୨୦ ରୁ ୨୮ (୦୨-୦୭-୨୦୧୮) ସୁଦ୍ଧା 

ଗୁରୁତ୍ୱପୂର୍ଣ୍ଣ ଲିଙ୍କ୍ - 

ଆବେଦନ ଆନଲାଇନ – http://ibps.sifyitest.com/bobmpo1jun18/ 

ବିଜ୍ଞପ୍ତି ନୋଟିସ – http://www.freejobalert.com/wp-content/uploads/2018/04/Notification-Bank-of-Baroda-Probationary-Officer-Posts.pdf 

ଅଫିସିଆଲ ୱେବସାଇଟ୍ -    https://www.bankofbaroda.co.in/ 

  • Tags:

Subscribe

National International State Sports Entertainment