AAI ନିଯୁକ୍ତି : ୧୮୬ ପଦବୀ ପାଇଁ ବିଜ୍ଞପ୍ତି ଜାରି, ଦରମା ୩୩, ୫୦୦
Khabar Odisha:AAI-Recruitment-2018-–-Apply-Online-for-196-Sr-Asst-Asst--Jr-Asst-Posts-Khabar-Odisha-Employment-Section
(ଖବର ଓଡିଶା) ନିଯୁକ୍ତି ବିଭାଗ

ପଦବୀ ନାମ –: ସିନିୟର ଏଏଆଇ ଏବଂ ଜୁନିୟର ଆସିଷ୍ଟାଣ୍ଟ ଅନଲାଇନ ଫର୍ମ  ୨୦୧୮

ପଦବୀ ତାରିଖ –: ୧୪-୬-୨୦୧୮

ଖାଲିଥିବା ପଦବୀ ସଂଖ୍ୟା – : ୧୮୬

ପଦବୀ ବିବରଣୀ – ଏୟାରପୋର୍ଟ ଅଥୋରିଟି ଅଫ୍ ଇଣ୍ଡିଆ (ଏଏଆଇ) ପକ୍ଷରୁ ଜୁନିୟର ଆସିଷ୍ଟାଣ୍ଟ ଏବଂ ସିନିୟର ଆସିଷ୍ଟାଣ୍ଟ ପଦବୀରେ ଆବେଦନ କରିବା ପାଇଁ ଆମନ୍ତ୍ରିତ କରାଯାଇଛି । ଇଚ୍ଛୁକ ଥିବା ପ୍ରାର୍ଥୀମାନେ ପଦବୀ ବିବରଣୀ,ଯୋଗ୍ୟତା ଏବଂ ନୋଟିସ ଦେଖି ଆବେଦନ କରନ୍ତୁ । 

ପଦବୀ ବିବରଣୀ – :

ଜୁନିୟର ଆସିଷ୍ଟାଣ୍ଟ (ଫାୟାର ସର୍ଭିସ)- ୧୪୭ 

ଯୋଗ୍ୟତା -  ଦଶମ, ଦ୍ୱାଦଶ, ଡପ୍ଲୋମା, ଡ୍ରାଇଭିଂ ଲାଇନସେସ୍

ସିନିୟର ଆସିଷ୍ଟାଣ୍ଟ – ୩୯  

ଯୋଗ୍ୟତା – ଡିପ୍ଲୋମା(ଇଲେକ୍ଟ୍ରୋନିକ୍ସ, ଟେଲି କମ୍ୟୁନିକେସନ, ରେଡିୋ ଇଂଜିନିୟରିଂ)

ଦରମା – ୧୫,୫୦୦ ରୁ ୩୩,୫୦୦

ବୟସ ସୀମା – (୩୧.୦୩.୨୦୧୭ ସୁଦ୍ଧା)

ସର୍ବନିମ୍ନ – ୧୮ ବର୍ଷ

ସର୍ବାଧିକ – ୩୦ ବର୍ଷ

ଓବିସି,ଏସସି,ଏସଟି ନିୟମନୁସାରେ କୋହଳ 

ଆବେଦନ ଶୁଳ୍କ –:

ସାଧାରଣ ବର୍ଗ (ଜେନେରାଲ) ଏବଂ ଓବିସି – ୧୦୦୦ ଟଙ୍କା 

ମହିଳା, ଏସସି,ଏସଟି, ଏକ୍ସ ସର୍ଭିସ ମ୍ୟାନ ଏବଂ ପିଡବ୍ଲ୍ୟୁଡି ପ୍ରାର୍ଥୀ – ଦେୟମୁକ୍ତ 

ପେମେଣ୍ଟ ମୋଡ – ଅନଲାଇନ 

ଗୁରୁତ୍ୱପୂର୍ଣ୍ଣ ତାରିଖ –: 

ଆବେଦନ ତାରିଖ -  ୧୬.୦୬.୨୦୧୮

ଶେଷ ତାରିଖ – ୧୫-୦୭-୨୦୧୮

ଗୁରୁତ୍ୱପୂର୍ଣ୍ଣ ଲିଙ୍କ୍ – 

ଅନଲାଇନ ଆବେଦନ – https://cdn.digialm.com/EForms/configuredHtml/1258/56367/Instruction.html 

ବିଜ୍ଞପ୍ତି ନୋଟିସ – https://cdn.digialm.com//per/g01/pub/1258/EForms/image/Notification_AAI_SR.pdf 

ୱେବସାଇଟ - https://www.aai.aero/ 

  • Tags:

Subscribe

National International State Sports Entertainment