ଆପଣଙ୍କ ପାଖରେ ଅଛି କି ଏହି ନମ୍ବରର ୧୦ ଟଙ୍କିଅା ନୋଟ୍ ତ ଆପଣ ହୋଇପାରିବେ ଲକ୍ଷପତି, ଜାଣନ୍ତୁ କିପରି
Khabar Odisha:you-have-10-rupees-note-of-this-number-then-you-can-become-millionaire

ନୂଆଦିଲ୍ଲୀ, ଫେବୃଆରୀ ୨୨, (ଖବର ଓଡିଶା), ସବୁ ଟଙ୍କାର ଏବ ନିର୍ଦ୍ଧିଷ୍ଟ ମୂଲ୍ୟ ଥାଏ । କିନ୍ତୁ ଆପଣଙ୍କୁ ଯଦି କୁହାଯାଏ କି ଆପଣଙ୍କ ୧୦ଟଙ୍କା ନୋଟର ମୂଲ୍ୟ ୧ ଲକ୍ଷ ପର୍ଯନ୍ତ ବଢିପାରେ ତ ଆଶ୍ଚର୍ଯ୍ୟ ହୋଇପାରନ୍ତି । କିନ୍ତୁ ଏହା ସତ ଅଟେ । କିଛି ଲୋକ ଟଙ୍କାରେ ଥିବା ନମ୍ବରର ଦିୱାନା ହୋଇଥାନ୍ତି ଓ କେତେକ ଲୋକ ଟଙ୍କାରେ ଥିବା ନମ୍ବରକୁ ନିଜର ଲକି ନମ୍ବର ବୋଲି ମାନିଥାନ୍ତି । ଏପରି ବି କିଛି ଲୋକ ଖାସ ନମ୍ବରର ଟଙ୍କାକୁ ଖୋଜିଥାନ୍ତି । 

ଉୁସଲିମ୍ ସମ୍ପ୍ରଦାୟର କିଛି ଲୋକ ଲହା ମାନିଥାନ୍ତି କି ୭୮୬ ତାଙ୍କ ପାଇଁ ପବିତ୍ର ନମ୍ବର ହୋଇଥାଏ । ଏପରି କି ଏହି ନମ୍ବରକୁ ସେମାନେ ଖୋଜିଥାନ୍ତି । ଯଦି ଆପଣଙ୍କ ପାଖରେ ଏହି ଭଳି ନମ୍ବରର କିଛି ବି ଟଙ୍କା ଥାଏ ତ ଆପଣ ଏଥିରୁ ବହୁତ କିଛି ରୋଜଗାର କରିପାରିବେ । ୭୮୬ ନମ୍ବରର ନୋଟ ଅନଲାଇନରେ ବହୁତ ବିକ୍ରି କରାଯାଉଛି । ବେଳେ ୧୦ ଟଙ୍କାର ନୋଟ  ୧ ଲକ୍ଷ ପର୍ଯନ୍ତ ଟଙ୍କାରେ ବିକ୍ରି କରାଯାଉଛି । 

ଇଂଟରନେଟରେ ବହୁତ ଗୁଡିଏ ଏପରି ଏପରି ଆପ୍ ସବୁ ଅଛି ଯାହା ସାହାର୍ଯ୍ୟରେ ଆପଣ ଏହି ଟଙ୍କା ଗୁଡିକୁ ବିକ୍ରି କରି ପାରିବେ ।e-bay   ଏବଂ olxରେ ଏହି ନୋଟ ସବୁ ବିକ୍ରି କରାଯାଇ ପାରିବ । ଏହି ଖବରର ସତ୍ୟାସତ ପ୍ରମାଣିତ କରିବା ପାଇଁ ଆମେ ଏକ ଅନଲାଇନ ୱେବସାଇଟ୍କୁ ଗଲୁ ଷସଠାରେ ଆମକୁ ୧ଟଙ୍କା ମିଳିଲା ଯାହାର ନମ୍ବର ଥିଲା ୭୮୬ । ସେହି ସାଇଟରେ ଏହି ୧ଟଙ୍କାର ବିକ୍ରିମୂଲ୍ୟ ୨୦୦୦ ଟଙ୍କାରୁ ଅଧିକ ଥିଲା । 

ଯଦି ଆପଣଙ୍କ ପାଖରେ ୭୮୬ ନମ୍ବରର କିଛି ବି ଟଙ୍କା ଥାଏ, କିମ୍ବା ପୁରୁଣା ଅଚଳ ୫୦୦/୧୦୦୦ ଟଙ୍କା ଥାଏ ତ ଆପଣ ତାକୁ ବହୁତ ସହଜରେ ଅଧିକ ମୂଲ୍ୟରେ ବିକ୍ରି କରି ପାରିବେ । ଏହି ନୋଟ କୁ ବିକ୍ରି କରିବାକୁ ହେଲେ, ଅନଲାଇନରେ ଜିନିଷ ବିକ୍ରି କରୁଥିବା କିଛି ୱେବସାଇଟରେ ଆକାଉଂଟ ତିଆରି କରି ଫୋଟ ଏବଂ ମୂଲ୍ୟ ସହିତ ବିଜ୍ଞାପନ ଦେଇ ପାରିବେ । ଆପଣଙ୍କ ପାଖରେ ଥିବା ୧୦ ଟଙ୍କାର ମୂଲ୍ୟ ୧ ଲକ୍ଷ ହୋଇ ପାରେ, କିନ୍ତୁ ଆପଣଙ୍କୁ ଏଥି ପାଇଁ ଅପେକ୍ଷା କରିବାକୁ ପଡିବ । 

 

  • Tags:

Subscribe

National International State Sports Entertainment