କୃଷ୍ଣଙ୍କ ନଗରୀ ଦ୍ୱାରିକା କେମିତି ଅଛି ସମୁଦ୍ର ତଳେ ଦେଖନ୍ତୁ ଫଟୋରେ
Khabar Odisha:Dwarka-Srikrishnas-City-Under-Sea

 ଭଗବାନ କୃଷ୍ଣଙ୍କର ନଗରୀ ଥିବା ଦ୍ୱାରିକା ନଗରୀ ଆଜିବି ସମୁଦ୍ର ଭିତରେ ସେମିତି ଅଛି । ନିକଟରେ ଭାରତୀୟ ପ୍ରତ୍ନତ୍ୱାତିକ ସଂସ୍ଥା ପକ୍ଷରୁ ସମୁଦ୍ର ଭିତରକୁ ଗଭୀର ବୁଡାଳି ମାନଙ୍କର ଏକ ଦଳ ପଠାଯାଇଥିଲା । ସେମାନେ ସେମାନଙ୍କ କ୍ୟାମେରାରେ ଆଣିଥିଲେ କିଛି ଏପରି ଫଟୋ ଯାହା ସମସ୍ତଙ୍କୁ ବିସ୍ମିତ କରିଥିଲା । ହଜାର ହଜାର ବର୍ଷ ବିତି ସାରିଥିଲାବେଳେ ଦ୍ୱାରିକା ନଗରୀର ଅନେକ ଅଂଶ ଆଜିବି ସମୁଦ୍ର ଭିତରେ ସେମିତି ରହିଛି । 

ନଗରୀର ଖୁମ୍ବ
 
 

ଦୁର୍ଗର ଦ୍ୱାର ସଦୃଶ୍ୟ କିଛି ଅଂଶ
 
 
 
ସମୁଦ୍ରରେ ଭଟ୍ଟା ହୋଇଥିଲାବେଳେ ଦ୍ୱାରିକାର କିଛି ଅଂଶ

 
 
ଦ୍ୱାରିକାର କିଛି ଅଂଶ

 
ବଡ ବଡ ପଥରକୁ ଗୁମ୍ଫା ଭଳି ସଜା ହୋଇ ରହିଛି 

 
 
ନଗରୀ ଭିତରେ ଥିବା ପଥର ମୁର୍ତ୍ତୀ

 
  • Tags:

Subscribe

National International State Sports Entertainment