ଭଗବାନ କୃଷ୍ଣଙ୍କର ନଗରୀ ଥିବା ଦ୍ୱାରିକା ନଗରୀ ଆଜିବି ସମୁଦ୍ର ଭିତରେ ସେମିତି ଅଛି । ନିକଟରେ ଭାରତୀୟ ପ୍ରତ୍ନତ୍ୱାତିକ ସଂସ୍ଥା ପକ୍ଷରୁ ସମୁଦ୍ର ଭିତରକୁ ଗଭୀର ବୁଡାଳି ମାନଙ୍କର ଏକ ଦଳ ପଠାଯାଇଥିଲା । ସେମାନେ ସେମାନଙ୍କ କ୍ୟାମେରାରେ ଆଣିଥିଲେ କିଛି ଏପରି ଫଟୋ ଯାହା ସମସ୍ତଙ୍କୁ ବିସ୍ମିତ କରିଥିଲା । ହଜାର ହଜାର ବର୍ଷ ବିତି ସାରିଥିଲାବେଳେ ଦ୍ୱାରିକା ନଗରୀର ଅନେକ ଅଂଶ ଆଜିବି ସମୁଦ୍ର ଭିତରେ ସେମିତି ରହିଛି ।
ନଗରୀର ଖୁମ୍ବ
ଦୁର୍ଗର ଦ୍ୱାର ସଦୃଶ୍ୟ କିଛି ଅଂଶ
ସମୁଦ୍ରରେ ଭଟ୍ଟା ହୋଇଥିଲାବେଳେ ଦ୍ୱାରିକାର କିଛି ଅଂଶ
ଦ୍ୱାରିକାର କିଛି ଅଂଶ
ବଡ ବଡ ପଥରକୁ ଗୁମ୍ଫା ଭଳି ସଜା ହୋଇ ରହିଛି
ନଗରୀ ଭିତରେ ଥିବା ପଥର ମୁର୍ତ୍ତୀ